୫ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନି ବୃହତ ଉଠା ଜଳସେଚନ ପ୍ରକଳ୍ପ

ଅଷ୍ଟିନ ନ୍ୟୁଜ ତା-୦୬-୦୯-୨୦୧୩ ଚାଷଜମିକୁ ଜଳସେଚନ ପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି | ଅବଧି ପୂରିବାର ୫ ବର୍ଷ ପରେ ବି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି | ନଦୀକୂଳିଆ ୫ଟି ପଞ୍ଚାୟତର ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ହେଲେ ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଠାରେ ୨୦୧୬ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟରେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମଣା … Continue reading ୫ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନି ବୃହତ ଉଠା ଜଳସେଚନ ପ୍ରକଳ୍ପ